SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍, ଅକ୍ଟୋବର ୧ରୁ କ୍ୟାଶ୍ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ ଯାଇ ନଗଦ ଟଙ୍କା (କ୍ୟାଶ୍) ଉଠାଉଛନ୍ତି, ତେବେ ଏବେ ଆପଣଙ୍କୁ କ୍ୟାଶ୍ ଉଠାଇବା…