ଆଜିକାଲି ସ୍ମାର୍ଟଫୋନରେ ସାଟେଲାଇଟ୍ ସଂଯୋଗ ବିଷୟରେ ବହୁତ ଚର୍ଚ୍ଚା ହେଉଛି। ଏହା iPhone-୧୪ ସହିତ ଆରମ୍ଭ ହୋଇଥିଲା, ଯେତେବେଳେ Apple ୨୦୨୨ରେ ଏହି ଫିଚର ପ୍ରଚଳନ କରିଥିଲା।…