ଦୁବାଇ,୧୯।୯: ଏସିଆ କପ୍ ୨୦୨୫ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ମଝିରେ ଶ୍ରୀଲଙ୍କାର ତାରକା କ୍ରିକେଟର ଡୁନିଥ ଓ୍ବେଲାଲାଗେଙ୍କ ପିତା ସୁରଙ୍ଗା ଓ୍ବେଲାଲାଗେଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଆବୁଧାବିର…