ମୁମ୍ବାଇ: ସଲମାନ ଖାନ ଏବଂ କାଟ୍ରିନା କୈଫ ପ୍ରାୟ ଅଧ ଡଜନ ଫିଲ୍ମରେ ଏକାଠି କାମ କରିଛନ୍ତି। ଦର୍ଶକମାନେ ବଡ଼ ପରଦାରେ ସେମାନଙ୍କ ଯୋଡ଼ିକୁ ପସନ୍ଦ କରିଛନ୍ତି।…