ନୂଆଦିଲ୍ଲୀ,୧୮।୧୦: ସଦ୍ଗୁରୁଙ୍କ ଇଶା ଫାଉଣ୍ଡେସନକୁ ସୁପ୍ରିମକୋର୍ଟଙ୍କରୁ ବଡ଼ ଆଶ୍ବସ୍ତି ମିଳିଛି। ଫାଉଣ୍ଡେଶନ ବିରୋଧରେ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ତେବେ ଏହି ନିଷ୍ପତ୍ତିର ପ୍ରଭାବ…