ରୟାଲ ସାଇନ୍ସ କଲେଜର ସ୍ବାଗତ ଉତ୍ସବ ଭୁବନେଶ୍ୱର,୨୮।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ରୟାଲ କଲେଜ୍ ଅଫ୍ ସାଇନ୍ସ୍ ଏଣ୍ଡ୍ ଟେକ୍ନୋଲୋଜି ବା ରୟାଲ ସାଇନ୍ସ କଲେଜ ପରିସରରେ ନବାଗତ ଦ୍ୱାବିଂଶତମ ବ୍ୟାଚ୍ ଓ ରୟାଲ ପବ୍ଲିକ୍ ସ୍କୁଲ୍ର ୫ମ ବ୍ୟାଚ୍ର...