ବାଲେଶ୍ୱର,୫।୯: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର ରସ ଟେଲର ଅବସରରୁ ଫେରି ଆଗାମୀ ଆଇସିସି ଟି-୨୦ ବିଶ୍ୱକପ ଏସିଆ-ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ସାମୋଆ ପାଇଁ ଖେଳିବେ।…