Rohit-Gambhir

ହର୍ଷିତ ରାଣାଙ୍କ ଅନ୍ଦାଜ ଦେଖି ଏମିତି ରିଆକ୍ସନ ଦେଲେ ରୋହିତ-ଗମ୍ଭୀର ଯାହା ଏବେ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ମ୍ୟାଚ ରବିବାର, ଜାନୁଆରୀ ୧୮, ୨୦୨୬ରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା।…

8 hours ago