Robots Race

Humanoid Robots Race: ବିଶ୍ୱର ପ୍ରଥମ: ମାରାଥନ୍‌ରେ ୨୧ କି.ମି. ଦୌଡ଼ିଲେ ୨୧ ରୋବୋ

ବେଜିଂ, ୨୦।୪ (ପି.ଟି.): ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକଠାରୁ ବହୁ ଆଗରେ ଥିବା ନେଇ ଚାଇନା ପୁଣିଥରେ ପ୍ରମାଣିତ କରିଛି।…

10 months ago