ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ ଆଉ…
ନୂଆଦିଲ୍ଲୀ,୧୧।୪: ଆଇପିଏଲ୍ ୨୦୨୫ରେ ଟିମ୍ ଇଣ୍ଡିଆର ଷ୍ଟାର ଉଇକେଟକିପର୍ ଋଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ୍ର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦଳ ଏଯାବତ ୫ ମ୍ୟାଚ୍ ଖେଳିଥିବା…
ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ…
ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ ରିଷଭ ପନ୍ତଙ୍କ ପାଇଁ ଭଲ ଚାଲିନାହିଁ। ଏପର୍ଯ୍ୟନ୍ତ ସେ ଦୁଇଟି ମ୍ୟାଚ ଖେଳି ସାରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ ରନ…
ନୂଆଦିଲ୍ଲୀ,୬।୨: ଭାରତୀୟ ଦଳର ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏକ ଫାଉଣ୍ଡେସନ ଆରମ୍ଭ କରୁଛନ୍ତି। ଏହି ଫାଉଣ୍ଡେସନର…
ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ ୩…
ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ରିଟେନସନ୍ ତାଲିକା ଜାରି କରିଛି। ଏଥିରେ ଦଳର ପୂର୍ବତନ ଅଧିନାୟକ ଋଷଭ…
ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଭାରତୀୟ…
ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆଇପିଏଲ୍ ୨୦୨୫ ପୂର୍ବରୁ ଘରୋଇ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଛାଡ଼ିପାରନ୍ତି। ଦୈନିକ ଜାଗରଣ…
ନୂଆଦିଲ୍ଲୀ,୩୦।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା। କାରଣ ମ୍ୟାଚ୍ରେ ଉତ୍ଥାନ ପତନ ଭରି ରହିଥିଲା। ଗୋଟିଏ ସମୟରେ…
ନୂଆଦିଲ୍ଲୀ,୧୧।୫: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ନିଲମ୍ବନ ଏବଂ ୩୦ ଲକ୍ଷ…
ନୂଆଦିଲ୍ଲୀ,୯।୩: ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏପ୍ରିଲ୍ ଶେଷରେ କିମ୍ବା ମେ’ର ପ୍ରଥମ ସପ୍ତାହରେ ଚୟନ ହେବାର ସମ୍ଭାବନା ରହିଛି। ନିର୍ଦ୍ଦିଷ୍ଟ ଖେଳାଳିଙ୍କ…