ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ; ମେଡ଼ିକାଲରେ ବଢିବ ସୁରକ୍ଷା ନୂଆଦିଲ୍ଲୀ,୧୯।୮: ସାରା ଦେଶରେ ବାସିନ୍ଦା ଡାକ୍ତରଙ୍କ ଧର୍ମଘଟକୁ ନେଇ ଡାକ୍ତରଙ୍କ ପ୍ରତିନିଧୀ ଏବଂ ମନ୍ତ୍ରଣାଳୟ ମଧ୍ୟରେ ନିରନ୍ତର ଆଲୋଚନା ଚାଲିଛି। ଆଜି ମଧ୍ୟ ଏହି ସଂପର୍କରେ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଯେଉଁଥିରେ...