ତେହରାନ/ନୂଆଦିଲ୍ଲୀ,୧୯।୪: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କୁ ହର୍ମୁଜ ପ୍ରଣାଳୀ ନିକଟରେ ଦୁଇଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ ଉପରେ…