ମହିଳା ବିଚାରପତିଙ୍କୁ ବି ଛାଡିଲେନି, ଅପହରଣ ସହ ଅଶାଳୀନ ବ୍ୟବହାର କରିବାକୁ ଉଦ୍ୟମ; ରାପିଡୋ (Rapido) ଚାଳକଙ୍କ ବିରୋଧରେ ଅଭିଯୋଗ
ଡେରାଡୁନ,୨୩।୧୦: ଉତ୍ତରାଖଣ୍ଡର ଡେରାଡୁନରେ ଜଣେ ମହିଳା ବିଚାରପତିଙ୍କୁ ଅପହରଣ କରିବାକୁ ଉଦ୍ୟମ କରାଯାଇଥିବା ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି। ସହରରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ବିଚାରପତି ଭାବେ କାର୍ଯ୍ୟରତ ଅଞ୍ଜଳି ବେଞ୍ଜୱାଲ ଏହି ଅଭିଯୋଗ ଆଣିଛନ୍ତି ଏବଂ ଡାଲାନୱାଲା…

