ନୂଆଦିଲ୍ଲୀ,୬ା୮: କର୍ଣ୍ଣାଟକର ବେଲାଗାଭି ଜିଲାରେ ବୁଧବାର ପୋଲିସ ଜଣେ ୨୨ ବର୍ଷୀୟ ମୌଲବୀଙ୍କୁ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ମୌଲବୀଙ୍କ ନାମ ତୁଫେଲ ଆହମଦ…