ବାଙ୍ଗାଲୋର,୬।୩: କର୍ନାଟକ ରାଜଧାନୀର ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାରେ ଏନ୍ଆଇଏ ଆକ୍ରମଣକାରୀଙ୍କ ସୂଚନା ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏପରିକି ସୂଚନା ଦେଉଥିବା…