ଅଜିତ ଅଗରକରଙ୍କ ରିପ୍ଲେସମେଣ୍ଟ ଉପରେ ଲାଗିଲା ମୋହର! ଏହି ପୂର୍ବତନ ଖେଳାଳି ନେବେ…
ନୂଆଦିଲ୍ଲୀ,୧୮।୧୦: ପୂର୍ବତନ ସ୍ପିନ ବୋଲର ରମେଶ ପାୱାର ଚୟନ କମିଟିରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ରିପୋର୍ଟ ଅନୁଯାୟୀ, ପ୍ରଜ୍ଞାନ ଓଝା ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ ଜାରି ରଖିବେ, ଯେତେବେଳେ କି ଅଜିତ ଅଗରକରଙ୍କ ବିଦାୟ ପରେ…

