ନୂଆଦିଲ୍ଲୀ,୪।୮: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଲାଇଫ ସପୋର୍ଟରେ ରଖାଯାଇଛି। ଜାମସେଦପୁରରେ ତାଙ୍କ ଘରର…