ଅନଲାଇନରେ ରାମ ମନ୍ଦିର ପ୍ରସାଦ ନେଇ ଅଡୁଆରେ ଆମାଜନ: ନୋଟିସ ଜାରି କରି ୭ ଦିନରେ ଜବାବ ତଲବ କଲେ ସରକାର… ନୂଆଦିଲ୍ଲୀ,୨୦।୧ : ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି ସମ୍ପର୍କରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ଏକ ନୋଟିସ ଜାରି କରାଯାଇଛି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି।...