ସାତ ଥର ଭଉଁରୀ ଖେଳି ମେଲାଣି ନେଲେ ମା’ ଦୁର୍ଗା, ୨୦ ହଜାର ଭକ୍ତଙ୍କ ଆଖିରେ ଲୁହ
ରାଜନଗର,୨୨।୧୦(ଭାସ୍କର ରାଉତରାୟ ): ଶେଷ ହେଲା ରାଜନଗର ଅଞ୍ଚଳର ସର୍ବ ପ୍ରାଚୀନ ଦୁର୍ଗାପୂଜା । ଗୁରୁବାର ପୂର୍ବାହ୍ନରେ ସୁସଜ୍ଜିତ ନୌକାରେ ମା’ ଦୁର୍ଗାଙ୍କୁ ଭକ୍ତମାନେ ଦେବୀ ମଣ୍ଡପରୁ ପରମ୍ପରା ଅନୁସାରେ ଘଣ୍ଟ କାହାଳି ଢୋଲ ମୃଦଙ୍ଗ ବାଦ୍ୟ ସହ ବିଦାୟ ଦେଇଥିଲେ…

