ନୂଆଦିଲ୍ଲୀ,୨୧।୬: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏଥିପାଇଁ ପ୍ରତ୍ୟେହ ହଜାର ହଜାର ଟ୍ରେନ ଚାଲିଥାଏ, ଯାହା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଏ।…