putin

ସ୍ମାର୍ଟଫୋନ କି ଇଣ୍ଟରନେଟ ଚଲାନ୍ତି ନାହିଁ ପୁଟିନ, କିନ୍ତୁ କାହିଁକି? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ବିଶ୍ୱ ରାଜନୀତିରେ ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି,…

13 hours ago

ଦିଲ୍ଲୀ ବିମାନ ବନ୍ଦରରୁ ମୋଦି-ପୁଟିନ ଗୋଟିଏ କାରରେ କଲେ ଯାତ୍ରା

ନୂଆଦିଲ୍ଲୀ,୪ା୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଗୁରୁବାର ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

1 day ago

ଭାରତ ବ୍ୟତୀତ ଆଉ କେଉଁ ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି କରନ୍ତି ପୁଟିନ, କାହା ପାଖରେ ରହିଛି ସବୁଠୁ ବିପଜ୍ଜନକ ଅସ୍ତ୍ର…

ମସ୍କୋ,୩ା୧୨: ରୁଷିଆ ସବୁବେଳେ ଅସ୍ତ୍ରଶସ୍ତ୍ର ଜଗତରେ ଏକ ଖେଳାଳି ହୋଇଆସିଛି, ଯାହାର ପଦକ୍ଷେପ କେବଳ ବଜାରକୁ ନୁହେଁ ବରଂ ସମଗ୍ର ଭୂ-ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିବ। ପୁଟିନଙ୍କ…

2 days ago

ଜେଲନସ୍କିଙ୍କ ଗସ୍ତ ପୂର୍ବରୁ ପୁଟିନଙ୍କୁ ଅଲଟିମେଟମ ଦେଲା ଫ୍ରାନ୍ସ

ପ୍ୟାରିସ,୩୦।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୋମବାର…

6 days ago

‘ପୁଟିନ ଚାହିଁଲେ ୟୁକ୍ରେନକୁ ବରବାଦ କରିଦେବେ’, ଜେଲନସ୍କିଙ୍କ ଉପରେ ଖପ୍ପା ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଫାଇନାନ୍ସିଆଲ ଟାଇମ୍ସ (FT) ରିପୋର୍ଟରେ ଦାବି କରାଯାଇଛି ଯେ ହ୍ବାଇଟ ହାଉସରେ ଏକ…

2 months ago

ଟ୍ରମ୍ପଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁଟିନ, କହିଲେ ଭାରତକୁ ମନା କରୁଛନ୍ତି ହେଲେ ନିଜେ ଆମଠାରୁ…

ମସ୍କୋ,୩।୧୦: ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତିକୁ କଡ଼ା…

2 months ago

ପୁଟିନ୍‌-ଶେହବାଜ ବଡ଼ ଡିଲ୍‌! ଚମକିପଡିଲା ଭାରତ…

ବେଜିଂ,୨।୯: ଚାଇନାର ତିଆନଜିନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ପାଇଁ ବିଶ୍ୱର ଉଦୀୟମାନ ଅର୍ଥନୀତିର ମୁଖ୍ୟମାନେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ପାକିସ୍ତାନର…

3 months ago

ଏତେ ବର୍ଷ ପରେ ସତ ଆସିଲା ସାମ୍ନାକୁ, କାହିଁକି ୟୁକ୍ରେନ ସହ ହେଉଛି ଯୁଦ୍ଧ? ଅସଲ କାରଣ ଖୋଲି କହିଲେ ପୁଟିନ

ବେଜିଂ,୧।୯: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ୨୦୨୫ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପାଶ୍ଚାତ୍ୟ ଦେଶମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ…

3 months ago

ଗୋଟିଏ ମଞ୍ଚରେ ୩ ମହାଶକ୍ତି: ରଣନୈତିକ ଯୋଗାଯୋଗକୁ ସୁଦୃଢ଼ କରି ପାରସ୍ପରିକ ଆସ୍ଥାକୁ…

ବେଜିଂ,୧ା୯: ଚାଇନାର ତିଆଞ୍ଜିନ୍‌ରେ SCO ସମ୍ମିଳନୀ ଆରମ୍ଭ ହୋଇଛି। ଏହି ମହାସମ୍ମିଳନୀରେ ଏକାଠି ହୋଇଛନ୍ତି ୩ ମହାଶକ୍ତି। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚାଇନା…

3 months ago

ପୁଟିନଙ୍କୁ ଧୋକା ଦେଉଛନ୍ତି ମୋଦି! ସାରା ବିଶ୍ୱରେ ଚହଳ

ମସ୍କୋ,୩୦।୮:ଏହି ସମୟରେ ସମଗ୍ର ବିଶ୍ୱ ଟ୍ରମ୍ପ ଶୁଳ୍କ ଉପରେ ଆଲୋଚନା କରୁଛି। ଗୋଟିଏ ପଟେ, ଟ୍ରମ୍ପ ଭାରତ ଉପରେ ଅସନ୍ତୋଷର କାରଣ ଏହା ରୁଷରୁ ତେଲ କିଣୁଛି।…

3 months ago

ଟ୍ରମ୍ପଙ୍କ ସହ ସବୁଠୁ ବଡ଼ ଡିଲ୍‌ କଲେ ପୁଟିନ୍‌, ଭାରତକୁ ଜୋରଦାର ଝଟ୍‌କା

ମସ୍କୋ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋ ମୁହାଁ ନୀତି ପୁଣିଥରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ, ସେ ରୁଷରୁ ତେଲ କିଣିବା ପାଇଁ ଭାରତକୁ ଟାର୍ଗେଟ…

3 months ago

ଟ୍ରମ୍ପଙ୍କ ନାଁ ନ ନେଇ ପୁଟିନ ଦେଲେ ବଡ଼ ଧମକ! କହିଲେ ଭାରତ ସହ…

ମସ୍କୋ,୨୦।୮: ଟାରିପ୍‌ ବିବାଦ ଭିତରେ ରୁଷିଆ କରିଛି ବଡ଼ ଘୋଷଣା। ରୁଷିଆ କହିଛି ଯେ ଭାରତ ରୁଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

4 months ago