ବଲାଙ୍ଗିର,୧୩।୫: ବଲାଙ୍ଗିର ଜିଲା ପାଟନାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶେଷ ଶୁଣାଣି ମଙ୍ଗଳବାର ହେବ ବୋଲି ଜଣାପଡିଛି। ଏହି ଶେଷ ପର୍ଯ୍ୟାୟ ଶୁଣାଣିରେ…