ବଲାଙ୍ଗୀରରେ ମା’ଙ୍କୁ ମେଲାଣି ବଲାଙ୍ଗୀର,୫ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରିଜର୍ଭ ପୋଲିସ ମନୋହରପୁରରେ ଦୁର୍ଗାପୂଜା ପାଳିତ ହୋଇଯାଇଛି। ପୂଜାର ଅନ୍ତିମ ଦିବସରେ ମା’ଙ୍କ ଘଟ ବିସର୍ଜନ କରାଯାଇଥିଲା। ପୋଲିସ ପକ୍ଷରୁ ରବିବାର ଧୂମ୍ଧାମରେ ମା’ଙ୍କ ଭସାଣି ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା। ଦୁର୍ଗାପୂଜା କମିଟିର...