Priyanshu

ବିଦ୍ୟାଳୟ ପାଇଁ ଗୌରବ ଆଣିଲେ ପ୍ରିୟାଂଶୁ

ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ଓ ଶନିବାର ଦୁଇଦିନ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍‌ ବୟସର ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

1 month ago