ପାକିସ୍ତାନକୁ ପାନେ ଦେବାକୁ ଏହି ଦେଶ ସହ ସମ୍ପର୍କ ମଜଭୁତ କରୁଛି ଭାରତ: ଶେହବାଜ ଶରିଫଙ୍କ ବଢିଲା ମୁଣ୍ଡବିନ୍ଧା ନୂଆଦିଲ୍ଲୀ,୧୬।୫: ଗୋଟିଏ ପଟେ, ଋଣ ଏବଂ ଜଳ ଅଭାବ ପାକିସ୍ତାନ ପାଇଁ ସମସ୍ୟା ହେଉଛି। ଅନ୍ୟପକ୍ଷରେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ବନ୍ଧୁତା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମୁଣ୍ଡବିନ୍ଧାର ମଧ୍ୟ ବୃଦ୍ଧି କରୁଛି। ଆଫଗାନିସ୍ତାନ ପହଲଗାମ ଆକ୍ରମଣକୁ...