ମୁମ୍ବାଇ,୨୯/୧୦: ଦଶକରୁ କଳା ଏବଂ ହଳଦିଆ ରଙ୍ଗରେ ଗଡୁଥିବା ପ୍ରିମିଅର ପଦ୍ମିନୀ ଟ୍ୟାକ୍ସି ବିନା ମୁମ୍ବାଇ ଅଧୁରା ଲାଗୁଥିଲା। ମୁମ୍ବାଇରେ ଯାତ୍ରୀମାନେ କୌଣସି ସ୍ଥାନରୁ କୁଆଡେ ଯିବାକୁ…