ଶ୍ରୀନଗର,୯।୫: ଜମ୍ମୁ-କାଶ୍ମୀରର ପୁଞ୍ଚ ସୀମା ସମେତ ଅନେକ ସ୍ଥାନରୁ ପାକିସ୍ତାନ ପକ୍ଷରୁ ନିରନ୍ତର ଗୁଳିମାଡ଼ ହେଉଛି। ସେହିପରି ଗୁଳିବିନିମୟରେ ଶିବପୁରୀର କରୈରା ବିଧାନସଭା ନିର୍ବାଚନମଣ୍ଡଳୀର ଜାନୌରି ଗାଁରେ…