ଶୁଭେନ୍ଦୁଙ୍କ ଶପଥ ସମାରୋହରେ କାହିଁକି ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି, ଚାହିଁ ରହିଲେ… କୋଲକାତା,୯।୫: ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ପରେ, ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ, ଶୁଭେନ୍ଦୁ ଅଧିକାରୀ…