ଟେକଅପ ପୂର୍ବରୁ ବିମାନରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ବିମାନର ଡେଣା ଉପରକୁ ଡେଇଁଲେ ଯାତ୍ରୀ! ଭିଡ଼ିଓ ଭାଇରାଲ ମାଦ୍ରିଦ,୫।୭: ଶନିବାର (ଜୁଲାଇ ୦୫, ୨୦୨୫) ସ୍ପେନର ପାଲମା ଡି ମାଲୋର୍କା ବିମାନବନ୍ଦର (PMI) ରେ ଏକ ରାଇନାଏୟାର ବୋଇଂ ୭୩୭ ବିମାନରେ ହଠାତ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ମୋଟ...