ବ୍ରହ୍ମପୁର,୨୦।୧୦: ଆଇନ୍ଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ସହରର ଜଣେ ରାଜନେତାଙ୍କୁ ପୋଲିସ୍ ଉଠାଇ ନେଇଛି। ସେହି ରାଜନେତାଙ୍କ ନାଁରେ ଅନେକ ମାମଲା ରହିଛି। ପୂର୍ବରୁ…