PHPରେ ସାଇବର ସୁରକ୍ଷା ତ୍ରୁଟି, ବିପଦରେ ବିଶ୍ୱର ୭୦% ୱେବ୍ସାଇଟ୍!
ନୂଆଦିଲ୍ଲୀ,୨୩ା୧୦: ଇଣ୍ଟରନେଟ୍ର ବିପୁଳ ଅଂଶରେ ବ୍ୟବହୃତ ପ୍ରୋଗ୍ରାମିଂ ଭାଷା PHPରେ ଦୁଇଟି ଗୁରୁତର ସାଇବର ସୁରକ୍ଷା ତ୍ରୁଟି ଚିହ୍ନଟ ହେବା ପରେ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଛି । ଏହି ତ୍ରୁଟିଗୁଡ଼ିକର ସମାଧାନ ପାଇଁ ବୁଧବାର ଅପରାହ୍ନରେ ସୁରକ୍ଷା ଅପଡେଟ୍ ଜାରି କରାଯାଇଛି।…

