ଦ୍ରୁତଗତିରେ ଏହି ଧର୍ମ ଛାଡ଼ୁଛନ୍ତି ଲୋକେ: ଜାଣନ୍ତୁ ହିନ୍ଦୁ ଧର୍ମର ସ୍ଥିତି କେଉଁଠି ନୂଆଦିଲ୍ଲୀ,୨୭।୬: ବିଶ୍ୱରେ ଅନେକ ଧର୍ମର ଲୋକ ବାସ କରନ୍ତି। ମିଳିତ ଜନସଂଖ୍ୟା ୮୦୦ କୋଟିରୁ ଅଧିକ। ୱାଲର୍ଡମିଟର ରିପୋର୍ଟ ଅନୁଯାୟୀ, ଏହି ୮୦୦ କୋଟି ଲୋକଙ୍କ ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କର।...