ପାକିସ୍ତାନକୁ ଲାଗିବ ଜୋରଦାର ଝଟକା, ବହୁ ମୁସଲମାନ ଦେଶରେ ଭାରତକୁ…. ନୂଆଦିଲ୍ଲୀ,୨୮।୫: ଏବେ ଭାରତ ଇସଲାମିକ ବିଶ୍ୱରେ ରାଜତ୍ୱ କରୁଛି। ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ସଞ୍ଜୟ ଝାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ବୁଧବାର (୨୮ ମଇ, ୨୦୨୫) ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଥିଲା। ସେମାନେ ଏଠାରେ...