ନୂଆଦିଲ୍ଲୀ,୧୯ା୧୦: ପ୍ୟାରିସର ବିଶ୍ୱବିଖ୍ୟାତ ଲୁଭ୍ର ମ୍ୟୁଜିୟମ୍, ଯେଉଁଠାରେ ମୋନାଲିସା ଭଳି ଐତିହାସିକ ସମ୍ପଦ ରହିଛି, ରବିବାର ଏକ ଚୋରୀ ଘଟଣା ପରେ ବନ୍ଦ ରହିଛି। ଫ୍ରାନ୍ସର ସଂସ୍କୃତି…