ନୂଆଦିଲ୍ଲୀ,୨୭।୧୦: ଚୀନ୍ର ହାଙ୍ଗ୍ଝୌଠାରେ ଚାଲିଥିବା ଚତୁର୍ଥ ପାରା-ଏସୀୟ କ୍ରୀଡାରେ ବ୍ୟାଡ୍ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲସ୍ ଏସ୍ଏଲ୍-ଥ୍ରୀ ବ୍ୟାଡମିଣ୍ଟନ…