ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଇ ଠକୁଥିଲେ, ବନ୍ଧା ହେଲେ ୫ ଭୁବନେଶ୍ୱର,୧।୬: ଭୁବନେଶ୍ୱର କମିଶନରେଟ୍ ପୋଲିସ ରବିବାର ଏକ ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସମ୍ପୃକ୍ତ ଗ୍ୟାଙ୍ଗ ନୟାପଲ୍ଲୀ ଏବଂ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊଦ୍ଧର୍ବ ଟଙ୍କା...