ଇସଲାମବାଦ, ୨୯।୪: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାବେଳେ ଆଫଗାନିସ୍ତାନ ସୀମାରେ ବିବାଦ ଦେଖାଦେଇଛି। ପାକ୍ ସେନା ଦାବି କରିଛି ଯେ, ଆଫଗାନିସ୍ତାନ ସୀମା ଦେଇ…