PAKISTAN

ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ! ଶହବାଜ-ମୁନିରଙ୍କୁ କଲେ ଖୁବ ପ୍ରଶଂସା

ଓ୍ବାଶିଂଟନ/ଇସଲାମାବାଦ,୨୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ‘ଚମତ୍କାର ଲୋକ’…

1 year ago

ପାକିସ୍ତାନର ହିନମନ୍ୟତା, ସଲମାନଙ୍କୁ ଘୋଷଣା କଲା ଆତଙ୍କବାଦୀ

ନୂଆଦିଲ୍ଲୀ,୨୬।୧୦: ବଲିଉଡ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବାଲୁଚିସ୍ତାନକୁ ପାକିସ୍ତାନଠାରୁ ଅଲଗା ଦେଶ ବୋଲି ବର୍ଣ୍ଣନା କରିଥିଲେ, ଯାହା ପଡ଼ୋଶୀ ଦେଶକୁ…

1 year ago

ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି

ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ…

1 year ago

ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର…

1 year ago

ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ, କ୍ରାଉନ୍ ପ୍ରିନ୍ସଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଶାହବାଜ ସରିଫ

ନୂଆଦିଲ୍ଲୀ,୨୩।୧୦: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦…

1 year ago

ପାକିସ୍ତାନରେ ହଇଚଇ, ସେନା ମୁଖ୍ୟ ଅସୀମ ମୁନିରଙ୍କୁ କିଏ ଦେଲା ଏମିତି ଧମକ? କହିଲେ, ‘ତୁମେ ଯଦି ପୁରୁଷ ତେବେ…’, ଜାଣନ୍ତୁ ଏହା ପଛର ବଡ଼ କାରଣ

ଇସଲାମାବାଦ,୨୩।୧୦: ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା ପାକିସ୍ତାନ, ଟିଟିପିର ଧମକରେ ଭୟଭୀତ। ସମ୍ପ୍ରତି, ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦେଶର ସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଅନେକ…

1 year ago

‘କାବୁଲ୍ ଉପରେ କେହି ହୁକୁମ୍ ଚଲାଇ ପାରିବେନି’, ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ

କାବୁଲ୍,୨୧।୧୦: ଭାରତକୁ ଦୋଷ ଦେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ…

1 year ago

ଭାରତରେ ଦୀପାବଳି ବାଣ ପାଇଁ ପାକିସ୍ତାନରେ ବାଜିଲା ଆଲାରାମ୍, ଲାହୋରକୁ ସବୁଠୁ ବଡ କ୍ଷତି

ନୂଆଦିଲ୍ଲୀ,୨୧।୧୦: ଭାରତରେ ଦୀପାବଳି ପାଳନ ସମୟରେ ଫୁଟାଯାଇଥିବା ବାଣର ଧୂଆଁ ଓ ପ୍ରଦୂଷକ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ବ୍ୟାପିଛି। ଭାରତର ଉତ୍ତର ସହରରୁ ଆସୁଥିବା ପବନ ଏବଂ…

1 year ago

‘POK କବଜା କରିବା ନୀତି ଛାଡୁ ପାକିସ୍ତାନ…’, ଶହବାଜ ସରକାରଙ୍କ ମିଛ ଉପରୁ ପରଦା ହଟାଇଲା ଭାରତ

ଜେନେଭା,୨୧।୧୦: ସ୍ବିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ଇଣ୍ଟର-ପାର୍ଲିମେଣ୍ଟାରୀ ୟୁନିଅନ (IPU) ଫୋରମରେ ଭାରତୀୟ ଏମପି ଅପରାଜିତା ଷଡ଼ଙ୍ଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। IPUର ୧୫୧ତମ ସଭାରେ ଉତ୍ତର…

1 year ago

ପାକିସ୍ତାନକୁ ବଡ଼ ଝଟକା ଦେଲା କତାର!

ଇସଲାମାବାଦ,୨୦।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ କିଛି ଦିନ ଧରି ଚାଲିଥିବା ହିଂସାତ୍ମକ ସଂଘର୍ଷ ପରେ, ଉଭୟ ପକ୍ଷ ଶତ୍ରୁତା ବନ୍ଦ କରିବାକୁ ରାଜି ହୋଇଥିଲେ। ରବିବାର…

1 year ago

ଟ୍ରାଇ-ସିରିଜ ବାତିଲ ହେଲେ ପାକିସ୍ତାନ ସହିବ କୋଟି କୋଟି ଟଙ୍କାର କ୍ଷତି, କିନ୍ତୁ କାହିଁକି? ଜାଣନ୍ତୁ ଏହା ପଛର…

ନୂଆଦିଲ୍ଲୀ,୧୮।୧୦: ଟ୍ରାଇ-ସିରିଜରେ ଖେଳିବାକୁ ଆଫଗାନିସ୍ତାନ ମନା କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭିତରେ ଅଶାନ୍ତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ହେଉଛି ଆୟୋଜକ ପାକିସ୍ତାନ ଏବଂ ଆଫଗାନିସ୍ତାନ…

1 year ago

ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ

ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ…

1 year ago