ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ: କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ ଇସଲାମାବାଦ୍,୨୯।୫: ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି। ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ ‘ଲିଷ୍ଟ ଏ’ ଖେଳିଛନ୍ତି। ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିବା ପୂର୍ବତନ କ୍ରିକେଟର...