‘ଯେଉଁ ଦେଶ ପାଖରେ ପାଣି ନାହିଁ ସେ କ’ଣ ଯୁଦ୍ଧ ଲଢିବ?’, କାହିଁକି ଏମିତି କହି ପାକିସ୍ତାନକୁ ଟାର୍ଗେଟ କଲେ ନିଜ ଦେଶର ଅଭିନେତ୍ରୀ… ଇସଲାମାବାଦ,୩୧।୫: ପାକିସ୍ତାନର ଅବସ୍ଥା କାହାପାଖରେ ଲୁଚି ନାହିଁ। ପାକିସ୍ତାନୀ ନାଗରିକମାନେ ନିଜେ ପ୍ରତିଦିନ ସମାଲୋଚନା କରୁଥିବାର ଦେଖାଯାଉଛି। ଏହି ସମୟରେ, ଜଣେ ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପାକିସ୍ତାନକୁ ତୀବ୍ର...