Pahalgam terror attack

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’

ଓ୍ବାଶିଂଟନ୍‌,୩୦।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭୟରେ ଅଛି। ସେ ଭାରତର ପରବର୍ତ୍ତୀ ପଦକ୍ଷେପକୁ…

11 months ago

ପୁଣି ପରମାଣୁ ବୋମା ଧମକ ଦେଲା ପାକିସ୍ତାନ: ମରିୟମ କହିଲେ, ଭୟ କରନି, ଆମ ପାଖରେ ବଡ଼ ଅସ୍ତ୍ର ଅଛି

ଇସଲାମାବାଦ୍‌,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ବି ଉତ୍ତେଜନା ରହିଛି। ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି।…

11 months ago

ମିଳିଗଲା ପାକିସ୍ତାନ ବିରୋଧରେ ଏକ ବଡ଼ ପ୍ରମାଣ: ଏବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଅଲି…

11 months ago

ଭାରତକୁ ଚେତାବନୀ ଦେଲେ ପନ୍ନୁ: କହିଲେ, ଆମେ ପାକିସ୍ତାନ ସହ ଅଛୁ

ଓ୍ବାଶିଂଟନ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପାକିସ୍ତାନକୁ ସମର୍ଥନ କରିଛନ୍ତି। ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ ନାହିଁ…

11 months ago

ଭାରତ ସହ ଯୁଦ୍ଧ ନ କରିବା ଭଲ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି ଉପଦେଶ ଦେଲ ବଡ଼ ଭାଇ

ଇସଲାମାବାଦ୍‌,୨୮।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସଭାପତି ନୱାଜ ସରିଫଙ୍କୁ ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ…

11 months ago

ପାକିସ୍ତାନକୁ ଘାରିଲାଣି ଭୟ: ଚାଇନା ପରେ ଏହି ଦେଶକୁ ମାଗିଲା ସାହାଯ୍ୟ

ଇସଲାମାବାଦ୍‌,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଭାରତର ଆକ୍ରମଣ ଭୟରେ ପାକିସ୍ତାନ ବନ୍ଧୁ ଦେଶ ତୁର୍କୀଠାରୁ ସାହାଯ୍ୟ ଲୋଡ଼ିଛି। ତୁର୍କୀର ଏକ…

11 months ago

ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି କଲା ଉଲ୍ଲଂଘନ, ଭାରତ ମୁହଁତୋଡ ଜବାବ

ଶ୍ରୀନଗର,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ସୁଧୁରିବାର ନାଁ ଧରୁନି। ସେ ଲଗାତାର…

11 months ago

‘ପହଲଗାମ ଆତଙ୍କବାଦୀ ଆକ୍ରମଣ ଦେଶକୁ ଦୁଃଖ ଦେଇଛି, କଡା ଜବାବ ଦିଆଯିବ’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: 'ମନ୍ କି ବାତ'ର ୧୨୧ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ ଗଭୀର…

11 months ago

‘ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିବ’: ପାହାଲଗାମ ଆକ୍ରମଣ ଉପରେ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୭ା୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ପାକିସ୍ତାନକୁ…

11 months ago

ମୂଳପୋଛ ହେବ ଆତଙ୍କବାଦ: ବୋମା ମାଡ଼ କରି ଆଉ ଜଣେ ଆତଙ୍କବାଦୀର ଘର ଉଡାଇଦେଲା ସେନା

ନୂଆଦିଲ୍ଲୀ,୨୭ା୪: ଆତଙ୍କବାଦୀ ଭିତ୍ତିଭୂମିକୁ ମୂଳପୋଛ କରିବା ଲକ୍ଷ୍ୟରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ତୀବ୍ର ଅଭିଯାନରେ, ଜମ୍ମୁ ଓ କାଶ୍ମୀରରେ ଆଉ ଏକ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଘର ଉପରେ…

11 months ago

ପାକିସ୍ତାନ ଉପରେ କେବେ ଆକ୍ରମଣ କରିବ ଭାରତ? ତାରିଖ କହି ସାଂଘାତିକ ଖୁଲାସା କଲା ପାକ୍‌

ଇସଲାମବାଦ,୨୬।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଟେନଶନ ବଢିଯାଇଛି। ପାକ୍‌ ଭାରତକୁ ଲଗାତାର ଧମକ ଦେଉଛି। ଏକ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ…

11 months ago

‘ହିନ୍ଦୁ-ମୁସଲମାନ କେବେ ଏକ ହୋଇପାରିବେ ନାହିଁ…’, ଭାରତର ଆକ୍ସନକୁ ଦେଖି ବିଚଳିତ ହେଲାଣି ପାକିସ୍ତାନ, Army Chief କହିଲେ…

ଇସଲାମାବାଦ,୨୬।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଶନିବାର ପୁଣି ଥରେ ବିଷ ଓଗାଳିଛନ୍ତି। ମୁନିର ଦ୍ୱି-ରାଷ୍ଟ୍ର ତତ୍ତ୍ୱର ସମର୍ଥନ କରି କହିଥିଲେ ଯେ ହିନ୍ଦୁ…

11 months ago