Pahalgam attack

ପାକିସ୍ତାନ ଆର୍ମିର ବଡ଼ ଘୋଷଣା, ମାନିଲା କରିଛି ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୧୧।୫: ଭୂଲ ମାନିଲା ପାକିସ୍ତାନ। କରିଛି ଆତଙ୍କବାଦୀ ହମଲା।ସାମ୍ବାଦିକ ସମ୍ମିଳନୀ କରି ଏନେଇ ବଡ଼ ବୟାନ ଦେଇଛି ପାକିସ୍ତାନୀ ସେନା। ପାକିସ୍ତାନ ସେନାର ଜଣେ ଉଚ୍ଚପଦସ୍ଥ…

10 months ago

ପାକିସ୍ତାନର ପୋଲ୍‌ ଖୋଲିଲେ ସୋଫିଆ କୁରେଶୀ: କହିଲେ, ଦିଆଯାଉଛି ମୁହଁତୋଡ଼ ଜବାବ

ନୂଆଦିଲ୍ଲୀ,୧୦।୫: ‘ଅପରେଶନ ସିନ୍ଦୂର’କୁ ନେଇ ଶନିବାର ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କର୍ନେଲ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସେନା ସମଗ୍ର ପଶ୍ଚିମ ସୀମାରେ…

10 months ago

ଏବେ ଆମେରିକାଠାରୁ ଭାରତକୁ ମିଳିଲା ଗ୍ରିନ୍‌ ସିଗ୍‌ନାଲ, ଭୟରେ ଥରହର ପାକିସ୍ତାନ

ନୂଆଦିଲ୍ଲୀ,୬।୫: ପହଲଗାମରେ ହୋଇଥିବା କାପୁରୁଷୋଚିତ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆକ୍ରମଣ ପରେ ବିଶ୍ୱ ଶକ୍ତିଗୁଡ଼ିକ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।…

10 months ago

ଯୁଦ୍ଧ ହେବା ନିଶ୍ଚିତ! ପାକିସ୍ତାନ ସଂସଦରେ ଗୃହୀତ ହେଲା ଏମିତି ପ୍ରସ୍ତାବ

ଇସଲାମାବାଦ୍‌,୬।୫: ଭାରତ ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ସାରା ବିଶ୍ୱରେ ଚିନ୍ତା ରହିଛି ଯେ ଏହି ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇପାରେ, କିନ୍ତୁ ଏପରି କିଛି ଘଟଣା…

10 months ago

ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ? ପାକିସ୍ତାନୀ ସେନାର ପୂର୍ବତନ ମେଜର କଲେ ସାଙ୍ଘାତିକ ଖୁଲାସା 

ଇସଲାମାବାଦ୍,୬/୫:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏବେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ମେଜର…

10 months ago

UNSCରେ ପାକିସ୍ତାନକୁ ପାଣି ପିଆଇଦେବେ ଏହି ଭାରତୀୟ ଅଫିସର

ନୂଆଦିଲ୍ଲୀ,୫।୫: କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏବେ ଏହି ପ୍ରସଙ୍ଗରେ…

10 months ago

ଯାହାପାଇଁ ବ୍ୟାକୁଳ ଥିଲା ପାକିସ୍ତାନ, ତାହା ଘଟିବା ପୂର୍ବରୁ ଭାରତ ପାଇଁ ଆସିଲା ଭଲ ସଙ୍କେତ

ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଭୟରେ ବଞ୍ଚୁଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି କାରଣରୁ…

10 months ago

ପହଲଗାମ ଆକ୍ରମଣକୁ ନେଇ ବଡ଼ ପଦକ୍ଷେପ ନେଲା ପାକିସ୍ତାନ: ସମର୍ଥନ ଘୋଷଣା କଲା ଚାଇନା

ଇସଲାମାବାଦ୍‌,୫।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାହକ୍‌…

10 months ago

ପାକ୍‌ରେ ଆତଙ୍କ, ପିଓକେରେ ଅନିଶ୍ଚିତତା: ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ/ଶ୍ରୀନଗର/ ଇସ୍‌ଲାମାବାଦ,୩ା୫:ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନ୍‌ରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି…

10 months ago

ବୋମା ପଡ଼ିଲେ ଶବ୍ଦ ହୁଏ, ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅ: ଚନ୍ନିଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି

ଶ୍ରୀନଗର,୩/୫:ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତଙ୍କ ନଜର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଚରଣଜିତ…

10 months ago

ପାକିସ୍ତାନରେ ଚାଲିଛି ରାହୁଲ ଗାନ୍ଧୀଙ୍କ ପ୍ରଶଂସା: କାହିଁକି ଏମିତି କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ 

ନୂଆଦିଲ୍ଲୀ,୨/୫:ଦେଶରେ ଜାତିଭିତ୍ତିକ ଜନଗଣନା କରାଇବା ପାଇଁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନକୁ ନେଇ କଳ୍କି ଧାମର ପୀଠାଧୀଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି,…

10 months ago

ପାକିସ୍ତାନକୁ ପୁଣି ସମର୍ଥନ ଘୋଷଣା କଲା ଚାଇନା: ଆମେରିକା କହିଦେଲା ବଡ଼ କଥା

ନୂଆଦିଲ୍ଲୀ/ ୱାଶିଂଟନ,୨/୫: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ ସମର୍ଥନ ଘୋଷଣା କରିଛି ଚାଇନା। ଅନ୍ୟପକ୍ଷରେ, ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ…

10 months ago