Operation Sindoor

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ ହୋଇପାରେ।…

3 weeks ago

ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନରେ ହେଲା ବିସ୍ଫୋରଣ, ଶୋଇପାରିଲେନି କଂଗ୍ରେସ ପରିବାର

ନୂଆଦିଲ୍ଲୀ,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂରର ସଫଳତା ଦେଶର…

3 months ago

କିଏ ସେହି ଶିବାଙ୍ଗୀ ସିଂହ? ରାଷ୍ଟ୍ରପତିଙ୍କ ସହ ଫଟୋ ଦେଖି ଉଡିଲାଣି ମୁନିରଙ୍କ ହୋସ, ଅପରେଶନ ସିନ୍ଦୂର ସହ ରହିଛି…

ନୂଆଦିଲ୍ଲୀ,୨୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରେ ସ୍କ୍ବାଡ୍ରନ ଲିଡର ଶିବାଙ୍ଗୀ ସିଂହଙ୍କୁ ଭେଟିଥିଲେ, ଯେଉଁଠାରେ ଭାରତୀୟ ବାୟୁସେନାର ପ୍ରଥମ ରାଫେଲ ସ୍କ୍ବାଡ୍ରନ,…

3 months ago

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସ୍ବଦେଶୀ ଜିନିଷ କିଣିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୭ ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଥମେ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛଟ୍‌ ପର୍ବ ହିଁ…

3 months ago

ପାକିସ୍ତାନରେ ହଇଚଇ: ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ମୁନିର

ନୂଆଦିଲ୍ଲୀ,୯।୧୦: ଦଶହରାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଦେଇଥିବା କଡ଼ା ବାର୍ତ୍ତା ପଡ଼ୋଶୀ ଦେଶରେ ହଇଚଇ ସୃଷ୍ଟି…

3 months ago

ଅପରେସନ୍‌ ସିନ୍ଦୁର ସମୟରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ମୋବାଇଲ ବ୍ୟବହାର କରିଥିଲା ସେନା; ଆଣ୍ଡ୍ରୋଏଡ, ଆଇଫୋନ ସବୁ ବନ୍ଦ

ନୂଆଦିଲ୍ଲୀ,୧୦।୮: ଭାରତୀୟ ସେନା ଅପରେସନ୍‌ ସିନ୍ଦୁରରେ ସ୍ୱଦେଶୀ ସୁରକ୍ଷିତ ମୋବାଇଲ୍‌ ଇକୋସିଷ୍ଟମ୍‌ SAMBHAV (Secure Army Mobile Bharat Version) ବ୍ୟବହାର କରିଥିଲା ବୋଲି ସେନା ମୁଖ୍ୟ…

4 months ago

ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଏୟାରବେସକୁ ପୁଣିଥରେ ସଜାଡିଲାଣି ପାକିସ୍ତାନ, ସାମ୍ନାକୁ ଆସିଲା ଫଟୋ

ଇସଲାମାବାଦ,୪।୯: ଭାରତୀୟ ବାୟୁସେନା ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ବାୟୁସେନା ପାକିସ୍ତାନୀ ସେନାର ଅନେକ ଏୟାରବେସକୁ ଟାର୍ଗେଟ କରିଥିଲା। ଏଥିରେ ନୁରଖାନ ଏୟାରବେସ…

5 months ago

ଅପରେଶନ ସିନ୍ଦୂର ପରେ ପାକିସ୍ତାନକୁ ଏତେବଡ଼ ସାହାଯ୍ୟ କଲା ଭାରତ, ଲଜ୍ଜାରେ ମୁଣ୍ଡ ନୁଆଁଇବେ ମୁନିର

ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଇ ଚାଲିଛନ୍ତି। ଏହି…

5 months ago

ମୃତଦେହ ଗଣୁଛନ୍ତି ମୁନିରଙ୍କ ସେନା, ପ୍ରଥମେ ଏୟାରପୋର୍ଟ ପରେ ଫାଇଟର ଜେଟ ଆଉ ଏବେ…

ଇସଲାମାବାଦ/ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଏବେ ବି ଭାରତର ଅପରେଶନ ସିନ୍ଦୂରର କ୍ଷତରେ ପୀଡିତ। ଏବେ ପାକିସ୍ତାନ ସ୍ବୀକାର କରିଛି ଯେ ୯-୧୦ ମେ’ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଏହାର…

5 months ago

ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ, ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ନୂଆଦିଲ୍ଲୀ,୧୪ା୮: ଭାରତୀୟ ବାୟୁସେନାର ୯ ଜଣ ଅଧିକାରୀ, ଯେଉଁମାନେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ…

5 months ago

ଭାରତୀୟ ସେନାଠାରୁ ଅପରେଶନ ସିନ୍ଦୂରର ଅଭିଜ୍ଞତା ନେବ ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଶୁଳ୍କ ନେଇ ବିବାଦରେ ଅଛନ୍ତି, କିନ୍ତୁ ଏହି ସମୟରେ ଭାରତ ଏବଂ ଆମେରିକାର ସେନା ଏକ ବଡ଼…

5 months ago

ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍‌ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ…

5 months ago