Open warning to Pakistan

‘ନକ୍ସାରୁ ହଟାଇ ଦେବୁ, ଛାଡିବୁ ନାହିଁ…’ ପାକିସ୍ତାନକୁ ଖୋଲା ଚେତାବନୀ

ନୂଆଦିଲ୍ଲୀ,୩।୧୦: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀ ଗଙ୍ଗାନଗରର ଘଡସାନାର ୨୨ ଏମଡି ଗ୍ରାମର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ…

2 months ago