ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାରେ ପୀଡ଼ିତ। ଏଥିପାଇଁ ଅନେକ କାରଣ ଦାୟୀ ହୋଇପାରେ। ତଥାପି ବିଶେଷଜ୍ଞମାନେ ସ୍ବାସ୍ଥ୍ୟକର ଖାଦ୍ୟପେୟ, ସ୍ବାସ୍ଥ୍ୟକର ଜୀବନଶୈଳୀ, ବ୍ୟସ୍ତବହୁଳ ଜୀବନରେ…