One Nation One Income Tax: ଦେଶରେ ଲାଗୁ ହେବ କି ଏକ ଦେଶ ଏକ ଆୟକର, ଅର୍ଥମନ୍ତ୍ରୀ ଉତ୍ତର ଦେଲେ କ‘ଣ… ନୂଆଦିଲ୍ଲୀ,୭।୨ : ପରୋକ୍ଷ ଟିକସ ଲାଗୁ କରିବା ପାଇଁ ଦେଶରେ ୧ ଜୁଲାଇ ୨୦୧୭ଠାରୁ ଜିଏସଟି ଲାଗୁ କରାଯାଇଥିଲା। ବର୍ତ୍ତମାନ ସାମଗ୍ରୀ ଏବଂ ସେବା ଉପରେ କେବଳ ଗୋଟିଏ ଟ୍ୟାକ୍ସ ଜିଏସଟି ସଂଗ୍ରହ କରାଯାଇଛି । ତେବେ ଦେଶରେ ଓ୍ବାନ...