ଓ୍ବାଏନାଡରୁ ଆସିଲା ଦୁଃଖ ଖବର, ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ ଭୁବନେଶ୍ୱର,୩୦।୭: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ବିଷ୍ଣୁପ୍ରସାଦ...