ଆଇ ଲଭ ୟୁରୁ ସିଧା ପରମାଣୁ ଶତ୍ରୁ…, କାହିଁକି ପାକିସ୍ତାନ ଉପରେ ରାଗିଲା ଆମେରିକା? ଜାଣନ୍ତୁ ଏହାର ଅସଲ କାରଣ ଇସଲାମାବାଦ/ଓ୍ବାଶିଂଟନ,୨୫।୬: ଡୋନାଲ୍ଡ ଟ୍ରମ୍ପଙ୍କ ‘ଆଇ ଲଭ ୟୁ’ର ଉତ୍ତରରେ ପାକିସ୍ତାନ ଏପରି ଜବାବ ଦେଇଛି ଯେ ଆମେରିକା ଏହାକୁ ‘ପରମାଣୁ ଶତ୍ରୁ’ ଘୋଷଣା କରିବାକୁ ଚିନ୍ତା କରୁଛି। ଆମେରିକୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ପାକିସ୍ତାନ...