ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ
ନୂଆଦିଲ୍ଲୀ,୮।୭: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଶାନ୍ତି ପ୍ରତିଷ୍ଠା”ରେ ତାଙ୍କର ଭୂମିକା ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସୋମବାର ହ୍ୱାଇଟ ହାଉସରେ ଆୟୋଜିତ ରାତ୍ରିଭୋଜନ ସମୟରେ ନେତାନ୍ୟାହୁ ନୋବେଲ ପୁରସ୍କାର କମିଟିକୁ…

