No Diwali Bonus

ଦୀପାବଳି ବୋନସ୍ ନ ମିଳିବାରୁ ଏକ୍ସପ୍ରେସୱେ ଟୋଲ୍ ଫାଟକ ଖୋଲିଦେଲେ କର୍ମଚାରୀ, ଲକ୍ଷାଧିକ ଟଙ୍କା କ୍ଷତି

ଆଗ୍ରା,୨୧।୧୦: ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ…

3 months ago